ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୧୦୧୯ ଆଇପିଏଲ ସଂସ୍କରଣ ପାଇଁ ସରିଲା ନିଲାମ । ଏଥିରେ ବହୁ ନୂଆ ଯୁବ ଖେଳାଳି ଅଧିକ ମୂଲ୍ୟରେ ଯାଇଥିବା ବେଳେ କେତେକ ଅଭିଜ୍ଞ୍ୟ ଖେଳାଳି ଫିକା ପଡି ଯାଇଛନ୍ତି । ସେପଟେ ବହୁ ବିଦେଶୀ ଖେଳାଳି ଏବଂ ଭାରତୀୟ ଖେଳାଳିଙ୍କ କେହି କିଣିବା ପାଇଁ ମନ ବଳାଇନାହାଁନ୍ତି । ୨୦୧୯ର ନିଲାମରେ ସବୁଠାରୁ ଦାମୀ ଖେଳାଳି ହେଲେ ତାମିଲନାଡୁର ଅଲରାଉଣ୍ଡର ବରୁଣ ଚକ୍ରବର୍ତ୍ତୀ ଏବଂ ଜୟଦେବ ଉଦନାକଟ । ଉଭୟ ଖେଳାଳି ୮କୋଟି ୪୦ ଲକ୍ଷରେ କିଣା ହୋଇଛନ୍ତି । ପଞ୍ଜାବ ବରୁଣଙ୍କୁ କିଣିଥିବା ବେଳେ ଉଦନାକଟଙ୍କୁ ରାଜସ୍ଥାନ କିଣିଛି ।
ବିଦେଶୀ ଖେଳାଳିମାନେ ମଧ୍ୟ ଭଲ ରେଟରେ କିଣା ହୋଇଥିବା ଦେଖିବାକୁ ମିଳିଛି । ବିଦେଶୀ ଖେଳାଳି ଭାବରେ ସବୁଠାରୁ ଅଧିକ ରେଟରେ ସାମ କେରାନଙ୍କୁ ୭.୨ କୋଟିରେ କିଣିଛି ପଞ୍ଜାବ । ସେପଟେ କିଣା ହୋଇନଥିବା ଖେଳାଳିମାନେ ହେଲେ ଚେତେଶ୍ୱର ପୂଜାରା, ବ୍ରେଣ୍ଡନ ମ୍ୟାକ୍କୁଲମ, ଡେଲ ଷ୍ଟେନ୍, କ୍ରିସ୍ ୱକ୍ସ, ଆଲେକ୍ସ ହେଲ୍ସ, କ୍ରିସ୍ ଜୋର୍ଡନ, ଆଞ୍ଜିଲୋ ମ୍ୟାଥ୍ୟୁସ,ଆଡାମ ଝାମ୍ଫା, ମୋର୍ନି ମର୍କେଲ ଏବଂ ଡାନିଏଲ୍ ଖ୍ରୀଷ୍ଟିୟାନ । ଯୁବରାଜଙ୍କୁ ପ୍ରଥମେ କୈାଣସି ଦଳ କିଣିନଥିବା ବେଳେ ଶେଷ ପର୍ଯ୍ୟାୟରେ ମୁମ୍ବାଇ ବେସ ପ୍ରାଇସ ୧କୋଟିରେ କିଣିଛି ।
କେଉଁ ଦଳ କାହାକୁ କେତେ ଟଙ୍କାରେ କିଣିଛି
ଚେନ୍ନାଇ ସୁପରକିଙ୍ଗସ୍
୧: ମୋହିତ ଶର୍ମା-୫ କୋଟି
୨:ଋତୁରାଜ ଗାଏକ୍ୱାଡ୍-୨୦ ଲକ୍ଷ
ଦିଲ୍ଲୀ କ୍ୟାପିଟାଲ୍ସ
୧: କଲିନ୍ ଇନ୍ଗ୍ରାମ(ଦକ୍ଷିଣ ଆଫ୍ରିକା)-୬.୪୦ କୋଟି
୨: ଅକ୍ସଲ ପଟେଲ-୫ କୋଟି
୩:ହନୁମା ବିହାରୀ-୨ କୋଟି
୪: ଶେଫେନ୍ ରଥରଫୋର୍ଡ (ୱେଷ୍ଟଇଣ୍ଡିଜ୍)-୨ କୋଟି
୫: ଇଶାନ୍ତ ଶର୍ମା:୧.୧୦ କୋଟି
୬: କେମୋ ପଲ୍(ୱେଷ୍ଟଇଣ୍ଡିଜ୍)- ୫୦ ଲକ୍ଷ
୭: ଜଲଜା ସକ୍ସେନା- ୨୦ ଲକ୍ଷ
୮: ଅଙ୍କୁଶ ବେନ୍ସ- ୨୦ ଲକ୍ଷ
୯: ନାଥୁ ସିଂହ- ୨୦ ଲକ୍ଷ
୧୦: ବନ୍ଦାରୁ ଆୟାପ୍ପା-୨୦ ଲକ୍ଷ
କିଙ୍ଗସ୍ ଏକାଦଶ ପଞ୍ଜାବ
୧: ବରୁନ୍ ଚକ୍ରବର୍ତ୍ତୀ-୮.୪ କୋଟି
୨: ସାମ କରାନ୍(ଇଂଲଣ୍ଡ)- ୭.୨ କୋଟି
୩: ମହମ୍ମଦ ଶାମି-୪.୮୦ କୋଟି
୪: ପ୍ରଭସିମରନ୍ ସିଂହ-୪.୮ କୋଟି
୫: ନିକୋଲସ୍ ପୋରାନ-୪.୨୦ କୋଟି
୬: ମୋସେସ୍ ହେନରିକ୍ସ(ଅଷ୍ଟ୍ରେଲିଆ)-୧ କୋଟି
୭: ହାର୍ଡସ ଭିଲଜୋନ(ଦକ୍ଷିଣ ଆଫ୍ରିକା)-୭୫ ଲକ୍ଷ
୮: ଦର୍ଶନ ନଲକଣ୍ଡେ-୩୦ ଲକ୍ଷ
୯: ସର୍ଫରାଜ ଖାନ୍-୨୫ ଲକ୍ଷ
୧୦: ଅର୍ଶଦୀପ ସିଂହ: ୨୦ ଲକ୍ଷ
୧୧: ଅଗ୍ନିଭେସ ଆୟାଚି-୨୦ ଲକ୍ଷ
୧୨: ହରପ୍ରୀତ ବ୍ରାର -୨୦ ଲକ୍ଷ
୧୩: ମୁରଗାନ ଅଶ୍ୱିନ୍-୨୦ ଲକ୍ଷ
କୋଲକାତା ନାଇଟ୍ ରାଇଡର୍ସ
୧:କ୍ରାରଲୋସ ବ୍ରାଥୱେଟ୍(ୱେଷ୍ଟଇଣ୍ଡିଜ୍)-୫ କୋଟି
୨: ଲକି ଫରଗୁସନ୍(ନ୍ୟୁଜିଲ୍ୟାଣ୍ଡ)-୧.୬୦ କୋଟି
୩: ଜୋ ଡେନଲେ(ଇଂଲଣ୍ଡ)-୧ କୋଟି
୪: ହ୍ୟାରି ଗୁରନେ(ଇଂଲଣ୍ଡ)-୭୫ ଲକ୍ଷ
୫: ନିହିଲ ନାଏକ-୨୦ ଲକ୍ଷ
୬: ଶ୍ରୀକାନ୍ତ ମୁଣ୍ଡେ-୨୦ ଲକ୍ଷ
୭: ପୃଥ୍ୱୀରାଜ ୟାରା- ୨୦ ଲକ୍ଷ
୮: ଅନରିଚ୍ ନୋରଟେଜ୍(ଦକ୍ଷିଣ ଆଫ୍ରିକା)-୨୦ ଲକ୍ଷ
ମୁମ୍ବାଇ ଇଣ୍ଡିଆନ୍ସ
୧: ବରୀନ୍ଦର ସ୍ରାନ୍-୩.୪ କୋଟି
୨: ଲସିଥ ମାଲିଙ୍ଗା- ୨କୋଟି
୩: ଯୁବରାଜ ସିଂହ-୧ କୋଟି
୪: ଅନମୋଲପ୍ରୀତ ସିଂହ-୮୦ ଲକ୍ଷ
୫: ପଙ୍କଜ ଜସ୍ୱାଲ-୨୦ ଲକ୍ଷ
୬: ରଶିଖ ଦର: ୨୦ ଲକ୍ଷ
ସନରାଇଜର୍ସ ହାଇଦ୍ରାବାଦ
୧: ଜନ୍ନି ବେୟାରଷ୍ଟୋ(ଇଂଲଣ୍ଡ)-୨.୨ କୋଟି
୨: ରିଦ୍ଧିମାନ ଶାହା-୧.୨ କୋଟି
୩: ମାର୍ଟି ଗପ୍ଟିଲ(ନ୍ୟୁଜିଲ୍ୟାଣ୍ଡ)- ୧ କୋଟି
ରାଜସ୍ଥାନ ରୟାଲ୍ସ
୧: ଜୟଦେବ ଉନାଡକତ୍-୮.୪ କୋଟି
୨: ବରୁନ ଅରୁନ୍-୨.୪୦ କୋଟି
୩: ଓଶେନ୍ ଥୋମାସ୍(ୱେଷ୍ଟଇଣ୍ଡିଜ୍)-୧.୧ କୋଟି
୪: ଅଶଟନ୍ ଟର୍ନର(ଅଷ୍ଟ୍ରେଲିଆ)-୫୦ ଲକ୍ଷ
୫: ଲିଆମ ଲିଭିଙ୍ଗଷ୍ଟୋନ୍(ଇଂଲଣ୍ଡ)-୫୦ ଲକ୍ଷ
୬: ଶଶାଙ୍କ ସିଂହ-୩୦ ଲକ୍ଷ
୭: ରିୟାନ ପରାଗ- ୨୦ ଲକ୍ଷ
୮: ମନନ୍ ଭୋରା-୨୦ ଲକ୍ଷ
୯: ଶୁଭମ ରଞ୍ଜନ- ୨୦ ଲକ୍ଷ
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
୧: ଶିବମ ଦୁବେ-୫ କୋଟି
୨: ଶିମରନ୍ ହେଟମେୟର-୪.୨ କୋଟି
୩: ଆକାଶଦୀପ ନାଥ-୩.୬ କୋଟି
୪: ପ୍ରାୟସ ରାୟ ବର୍ମନ-୧.୫ କୋଟି
୫: ହିମତ ସିଂହ-୬୫ ଲକ୍ଷ
୬: ଗୁରୁକିରତ ସିଂହ-୫୦ ଲକ୍ଷ
୭: ହେନରିଚ୍ କାଲସେନ୍(ଦକ୍ଷିଣ ଆଫ୍ରିକା)-୫୦ ଲକ୍ଷ
୮: ଦେବଦତ୍ତ ପଡିକ୍କଲ-୨୦ ଲକ୍ଷ
୯: ମିଲନ୍ଦ କୁମାର-୨୦ ଲକ୍ଷ