୪୩୩ କୋଟି ଚିଟଫଣ୍ଡ ଠକେଇ ଘଟଣା: ନିର୍ମଳ ଇନଫ୍ରାର ସିଏମଡି, ମ୍ୟାନେଜର ଗିରଫ
ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଓଡ଼ିଶା ଓ ଏହା ବାହାରୁ ଜମାକାରୀଙ୍କଠାରୁ ୪୩୩ କୋଟିରୁ ଅଧିକ ଟଙ୍କା ଠକେଇ କରିବା ଘଟଣାରେ ଚିଟଫଣ୍ଡ ସଂସ୍ଥା ନିର୍ମଳ ଇନଫ୍ରା ହୋମ କର୍ପୋରେସନ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ...