ଶାହରୁଖ ଏବଂ ସଲମାନଙ୍କ ଏହି ହରକତ୍ ପାଇଁ ସୋନମ କପୁରଙ୍କ ମା’ କହିଲେ ମୋତେ କେହି ବଞ୍ଚାଅ!
ମୁମ୍ବାଇ (ଏଟିଆର ବ୍ୟୁରୋ):ଗତକାଲି ବଲିଉଡ ଷ୍ଟାଇଲିସ୍ ଡିଭା ସୋନମ କପୁରଙ୍କ ବିବାହ ପରେ ଏକ ସାନ୍ଦାର ରିସେପ୍ସନର ପାର୍ଟି ଆୟୋଜିତ ହୋଇଥିଲା । ଏଥିରେ ବଲିଉଡର ଅନେକ ନାମିଦାମୀ କଳାକାରମାନେ ଉପସ୍ଥିତ ଥିଲେ । ...