କୋଭାକ୍ସିନର ବ୍ୟବହାର ଅବଧିକୁ ବୃଦ୍ଧି କରିବା ପାଇଁ ଡିସିଜିଆଇକୁ ଚିଠି ଲେଖିଲା ଭାରତ ବାୟୋଟେକ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିସିଜିଆଇ କୁ ଚିଠି ଲେଖି କୋଭାକ୍ସିନ ବ୍ୟବହାରକୁ ୬ ମାସରୁ ୨୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁରୋଧ କରିଛି ଭାରତ ବାୟୋଟେକ । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ...