ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ ବିଏମସି, ନୂତନ ୪୧୬ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟର ସବୁଠାରୁ ବୃହତ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ହେଉଛି ଭୁବନେଶ୍ୱର ମହାନଗର ନଗର ନିଗମ (ବିଏମସି) । ଏକ ଆଧୁନିକ ସହର ଭାବେ ରାଜଧାନୀ ଭୁବନେଶ୍ୱରର ପରିଚୟକୁ ଆହୁରି ସୁଦୃଢ ...