ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଅଭିନେତା ଶ୍ରେୟସ ତଲପଡେ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହୃଦଘାତର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ଶ୍ରେୟସ ତଲପଡେ । ମୁମ୍ବାଇର ଅଣ୍ଡେରିର ବେଲେଭ୍ୟୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ୪୭ ବର୍ଷିୟ ...