ଏଣିକି ୧୨ ବର୍ଷରୁ କମ ବୟସର ଶିଶୁଙ୍କୁ ବି ଦିଆଯିବ କରୋନା ଟୀକା, ପରୀକ୍ଷଣ ଆରମ୍ଭ କଲା ଫାଇଜର
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକା ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ ଫାଇଜର ତାର ଟୀକାର ପରୀକ୍ଷଣ ୧୨ ବର୍ଷରୁ କମ ବୟସର ଶିଶୁଙ୍କଠାରେ ଆରମ୍ଭ କରିଦେଇଛି । ପ୍ରଥମ ପର୍ଯ୍ୟାୟରେ ଅଳ୍ପ ସଂଖକ ...