କରୋନାରେ ମୃତ୍ୟୁ ହୋଇଥିଲେ ଡେଥ୍ ସାର୍ଟିଫିକେଟ ରେ କରୋନାରୁ ମୃତ୍ୟୁ ଲେଖିବା ବାଧ୍ୟତାମୂଳକ
ନୂଆଦିଲ୍ଲୀ (ଏଟିଆର ବୁରୋ): କରୋନାରେ ହେଉଥିବା ମୃତ୍ୟୁକୁ ନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଇସିଏମଆର ପକ୍ଷରୁ ରାଜ୍ୟ ସରକାରଙ୍କୁ ଗାଇଡଲାଇନ ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟଗୁଡିକୁ କେନ୍ଦ୍ର ନିର୍ଦ୍ଦେଶ ...