ଅମ୍ଲଜାନ ସଙ୍କଟ: ସର୍ ଗଙ୍ଗାରାମ ହସ୍ପିଟାଲରେ ୨୫ ରୋଗୀଙ୍କ ମୃତ୍ୟୁ, ବିପଦରେ ୬୦ ରୋଗୀଙ୍କ ଜୀବନ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଚେଷ୍ଟା ପରେ ରାଜଧାନୀ ଦିଲ୍ଲୀର ଅନେକ ହସ୍ପିଟାଲରେ ଅମ୍ଲଜାନ ସଙ୍କଟ ଲଗାତର ଭାବେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଖବର ସାମ୍ନାକୁ ...