ନୂତନ ଶିକ୍ଷା ନୀତି: ଏଣିକି ସରକାରୀ-ଘରୋଇ ସ୍କୁଲରେ ସମାନ ନିୟମ, ଫି ଉପରେ ଲାଗିବ ରୋକ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ଶିକ୍ଷା ନୀତି ଅନୁଯାୟୀ ୨୦୩୦ ପର୍ଯ୍ୟନ୍ତ ଶତପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଶିକ୍ଷାରେ ନାମାଙ୍କନ କରିବାର ଲକ୍ଷ୍ୟ ରହିଛି । ଅର୍ଥାତ ପ୍ରତ୍ୟେକ ପିଲା ନିକଟରେ ଶିକ୍ଷା ପହଁଚାଇବା ବା ...