ବଡ ନିଷ୍ପତି: ସମସ୍ତ ପିଜି ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ୩ ମାସ ପର୍ଯ୍ୟନ୍ତ ରୋଗୀ ସେବା ବାଧ୍ୟତାମୂଳକ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଅଧିକାଂଶ ସ୍ଥାନରେ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ଏକ ବଡ ନିଷ୍ପତି ନିଆଯାଇଛି । ଏଣିକି ଏମବିବିଏସ କରିବା ପରେ ପିଜି କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଠ ...