ଫାଇଜର ପରେ ଏବେ କରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ କୁ ଅନୁମତି ମାଗିଲା ସେରମ ଇଂଷ୍ଟିଚ୍ୟୁଟ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ରିଟିଶ କମ୍ପାନୀ ଫାଇଜର ପରେ ଏବେ ସେରମ ଇଂଷ୍ଟିଚ୍ୟୁଟ ବି ଭାରତରେ କରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ କୁ ଅନୁମତି ମାଗିଛି । ସେରମ ଇଂଷ୍ଟିଚ୍ୟୁଟ ଏବେ ...