ଆଇସିଏମଆର ର ବୈଜ୍ଞାନିକ କହିଲେ ଆଗାମୀ ଫେବୃଆରୀ ସୁଦ୍ଧା ଭାରତରେ ଉପଲବ୍ଧ ହୋଇପାରେ କୋଭାକ୍ସିନ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ତାର ସ୍ୱଦେଶୀ ଭ୍ୟାକ୍ସିନ ଉପରେ ଦ୍ରୁତ ବେଗରେ କାମ କରୁଛି । ବୈଜ୍ଞାନିକଙ୍କ କହିବାନୁଯାୟୀ, ଆଗାମୀ ବର୍ଷ ଫେବୃଆରୀ ସୁଦ୍ଧା ଆସିପାରେ କୋଭାକ୍ସିନ । ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ...