IRCTC ର ଆଦେଶ, ପୂର୍ବରୁ କରିଥିବା ଇ-ଟିକେଟକୁ ନିଜେ ରଦ୍ଦ କରନ୍ତୁ ନାହିଁ, ନଚେତ୍ ଟଙ୍କା ରିଫଣ୍ଡ ହେବନି
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ସମସ୍ତ ଟ୍ରେନ୍ କୁ ୧୪ ଏପ୍ରିଲ ଯାଏଁ ବାତିଲ କରାଯାଇଛି । ଇତିମଧ୍ୟରେ ଯେଉଁ ଯାତ୍ରୀମାନେ ପୂର୍ବରୁ ଅନଲାଇନ୍ ଟିକେଟ କାଟିଥିଲେ ...