ଏସବିଆଇ ଗ୍ରାହକଙ୍କୁ ଝଟକା; ଜଲାଇ ୧ରୁ ଏଟିଏମରୁ ଟଙ୍କା ଉଠାଣ ଏବଂ ଚେକ ଜରିଆରେ ନେଣଦେଣ ଉପରେ ଲାଗିବ ସର୍ଭିସ ଚାର୍ଜ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏସବିଆଇ ଗ୍ରାହକଙ୍କୁ ବଡ ଝଟକା । ଆସନ୍ତାକାଲ ଅର୍ଥାତ ଜୁଲାଇ ୧ ରୁ ନୂତନ ସର୍ଭିସ ଚାର୍ଜ ଲାଗୁ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) । ...