କରୋନାରେ ହୋଇଥିବା ମୃତ୍ୟୁ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣକୁ ଅନୁମୋଦନ କରିଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରେ ହୋଇଥିବା ମୃତ୍ୟୁ ପାଇଁ ୫୦ ହଜାର କ୍ଷତିପୂରଣ ରାଶି ଦେବାର କେନ୍ଦ୍ରର ନିର୍ଦ୍ଦେଶକୁ ମଞ୍ଜରୀ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟି ପକ୍ଷରୁ କୁହାଯାଇଛି କି, ମୃତକଙ୍କ ପରିବାରକୁ ମିଳିବାକୁ ...