ଏହି ଦେଶରେ ଏଷ୍ଟ୍ରାଜେନେକା ଟୀକା ବ୍ୟବହାର ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ବ୍ୟବହାର ହେଉଥିବା ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଟୀକା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ମାମଲା ସାମ୍ନାକୁ ଆସିବା ପରେ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଆୟରଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡରେ ...