FASHION ମିସ୍ ୟୁନିଭର୍ସ ୨୦୧୯ ର ତାଜ୍ ପିନ୍ଧିଲେ ଜୋଜିବିନି ଟ୍ୟୁଂଜି ATRNEWS BUREAU 09 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁନ୍ଦରୀ ପ୍ରତିଯୋଗୀତାରେ ୯୦ଟି ଦେଶର ସୁନ୍ଦରୀଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଦକ୍ଷୀଣ ଆଫ୍ରିକାର ସୁନ୍ଦରୀ ଜୋଜିବିନି ଟ୍ୟୁଂଜି । ଆଜ୍ଞା ହଁ ମିସ୍ ୟୁନିଭର୍ସର କ୍ରାଉନ ପିନ୍ଧିଛନ୍ତି ଜୋଜିବିନି ... Read More »