FASHION ବିଶ୍ୱ ସୁନ୍ଦରୀ -୨୦୧୯ର ମୁକୁଟ ପିନ୍ଧିଲେ ଟୋନୀ- ଆନ ସିଂହ ATRNEWS BUREAU 15 Dec 2019 ଲଣ୍ଡନ (ଏଟିଆର ବ୍ୟୁରୋ): ଲଣ୍ଡନରେ ଆୟୋଜିତ ହୋଇଯାଇଛି ବିଶ୍ୱ ସୁନ୍ଦରୀ ୨୦୧୯ । ଶନିବାର ଦିନ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଜମାଇକାର ଟୋନୀ- ଆନ ସିଂହ ୬୯ତମ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ... Read More »