ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ, କହିଲେ ପୁନର୍ବାର ଆକ୍ରମଣ କରିବାର ଭୁଲ୍ କର ନାହିଁ, ନଚେତ୍ କଡା ଜବାବ ଦିଆଯିବ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଇରାନକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଯେରି ପୁର୍ନବାର ଆକ୍ରମଣ କରିବାର ଭୁଲ୍ ନକରୁ ନାଚେତ୍ ଆମେରିକା ଦ୍ୱାରା କଡା ଜବାବ ଦିଆଯିବ ...