କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଯାଜପୁରର ବିଭିନ୍ନ ମନ୍ଦିର ପରିସରରେ ଜାରି ହେଲା କଟକଣା
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଏନେଇ ଯାଜପୁର ଜିଲ୍ଲାର ବିଭିନ୍ନ ମନ୍ଦିର ପରିସର ଯେପରିକି ଦଶ୍ୱାଶମେଧ ଘାଟ, ଜଗନ୍ନାଥ ମନ୍ଦିର, ଗୋକନେଶ୍ୱର ମନ୍ଦିର ପରିସରରେ କଟକଣା ଜାରି କରାଯାଇଛି । ...