କବି ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ପ୍ରଦାନ କରାଯିବ ଜ୍ଞାନପୀଠ ପୁରସ୍କାର
ଏଟିଆର ବ୍ୟୁରୋ: ୫୮ତମ ଜ୍ଞାନପୀଠ ପୁରସ୍କାରରେ ପୁରସ୍କୃତ ହେବେ ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ଓ ସଂସ୍କତୃ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ଏନେଇ ଜ୍ଞାନପୀଠ ଚୟନ ପକ୍ଷରୁ ଘୋଷଣା କରାଯାଇଛି ...