ଜାଣନ୍ତୁ ଆପଣଙ୍କ କେଶ ପାଇଁ କେଉଁଟା ଭଲ, ହେୟାର ସ୍ପା ନା କେରାଟିନ୍ ଟ୍ରିଟମେଣ୍ଟ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ହେୟାର ଡ୍ୟାମେଜ ସମସ୍ୟା ଦେଖିବାକୁ ମିଳୁଛି । ଏନେଇ ଅନେକ ଘରୋଇ ଉପଚାର ଅପାଣାଉଛନ୍ତି ବ୍ୟକ୍ତି । କିନ୍ତୁ କେଶକୁ ସେତିକି ମାତ୍ରାରେ ...