ODISHA ଦକ୍ଷୀଣ ବଙ୍ଗୋପସାଗରରେ ଆସୁଛି ଏକ ଲଘୁଚାପ ATRNEWS BUREAU 29 Apr 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସୁଛି ଏକ ଲଘୁଚାପ । ଦକ୍ଷୀଣ ବଙ୍ଗୋପସାଗରରେ ମେ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବନୁମାନ କରିଛନ୍ତି । ... Read More »