କୋଭିଡ୧୯ ଉପଚାର ପାଇଁ ଗ୍ଲେନମାର୍କ ଫାର୍ମା ଲଞ୍ଚ କଲା ଫ୍ୟାବିଫ୍ଲୁ ଔଷଧ, ଡିସିଜିଆଇ ଦେଲା ମଞ୍ଜୁରୀ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ଲେନମାର୍କ ଫାର୍ମାସ୍ୱୁଟିକଲ୍ସ ପକ୍ଷରୁ କୋଭିଡ୧୯ ଉପଚାର ପାଇଁ ଏକ ଆଣ୍ଟିଭାଇରାଲ ଔଷଧ ଫ୍ୟାବିପିରଭୀରକୁ ଫ୍ୟାବିଫ୍ଲୁ ବ୍ରାଣ୍ଡ ନାମରେ ଭାରତରେ ଲଞ୍ଚ କରାଯାଇଛି । ଏହି ଔଷଧକୁ କୋଭିଡ୧୯ର ପ୍ରାଥମିକ ଲକ୍ଷଣ ...