ଏଠି ଜୁନ୍ ୧ ଯାଏଁ ବଢିଲା ଲକଡାଉନ୍, ରାଜ୍ୟରେ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନ୍ ୧ ଯାଏଁ ଲକଡାଉନ ବଢାଇଲେ ମହାରାଷ୍ଟ୍ର ସରକାର । ଏହାସହିତ ବାହାର ରାଜ୍ୟରୁ ମହାରାଷ୍ଟ୍ରକୁ ଆସିଲେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ...