NATIONAL NEWS ପଞ୍ଜାବରେ ଭୁଶୁଡିଲା ତିନି ମହଲା କୋଠା ATRNEWS BUREAU 08 Feb 2020 ମୋହାଲି (ଏଟିଆର ବ୍ୟୁରୋ): ଆଜି ପଞ୍ଜାବର ମୋହାଲି ଜିଲ୍ଲାରେ ତିନି ମହଲାର କୋଠା ଭୁସୁଡିଯାଇଛି । ଫାଉଣ୍ଡେସନ ଖୋଳିବା ବେଳେ ଏହି କୋଠାଟି ଭୁଷୁଡି ପଡିଥିଲା । ଏହା ଏକ ବଡ ଧରଣର ଦୁର୍ଘଟଣା ... Read More »
NATIONAL NEWS ମହଙ୍ଗା ହେବ ଚିନି! ATRNEWS BUREAU 04 Feb 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତିଦିନ ବ୍ୟବହାର ହେଉଥିବା ଚିନିର ଦର ବୃଦ୍ଧି ପାଇପାରେ । ଦେଶରେ ଚିନି ଉତ୍ପାଦନ କମିଥିବାରୁ ଏହି ଦର ବୃଦ୍ଧି ପାଇପାରେ । ଭାରତୀୟ ଚିନି ମିଲ ସଂଘ ଅନୁସାରେ ... Read More »
NATIONAL NEWS ଫେବୃଆରୀ ୫ରୁ ଖୋଲିବ ମୋଗଲ ବଗିଚା ATRNEWS BUREAU 03 Feb 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୫ରୁ ଖୋଲିବ ରାଷ୍ଟ୍ରପତିଙ୍କର ମୋଗଲ ବଗିଚା । ଏଥିପାଇଁ ସଜେଇ ହେଲାଣି ରାଷ୍ଟ୍ରପତି ଭବନର ମୋଗଲ ବଗିଚା । ଫେବୃଆରୀ ୫ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ... Read More »
NATIONAL NEWS ହେଲିକପ୍ଟର ଉପରକୁ ପଥର ମାଡ କଲେ ଯୁବକ ATRNEWS BUREAU 03 Feb 2020 ଭୋପାଳ (ଏଟିଆର ବ୍ୟୁରୋ): ଗତକାଲି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ରାଜାଭୋଜ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି ... Read More »
NATIONAL NEWS LICର ଅଂଶଧର ବିକ୍ରି କରିବେ କେନ୍ଦ୍ର ସରକାର ATRNEWS BUREAU 02 Feb 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ବୀମା କମ୍ପାନୀ LICର ଅଂଶଧର ବିକ୍ରି କରିବେ କେନ୍ଦ୍ର ସରକାର । LICର ଆଇପିଓ ଏବେ ଜାରି କରିବେ ସରକାର । ସୂଚନାନୁଯାୟୀ ଗତକାଲି, ସଂସଦରେ ... Read More »
LITREATURE ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିଷୟରେ କିଛି ଜଣା ଅଜଣା କଥା ATRNEWS BUREAU 29 Jan 2020 ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ମର୍ୟ୍ୟାଦା ଜନକ ପଦ୍ମ ପୁରସ୍କାର । ଆଉ ସବୁଠାରୁ ବଡକଥା ହେଲା ଏଥର ଓଡିଶାରୁ ୧୦ ଜଣ କୃତିତ୍ୱଙ୍କୁ ଏକକାଳୀନ ଏହି ମର୍ଯ୍ୟାଦା ... Read More »
NATIONAL NEWS ପରୋକ୍ଷରେ ପାକିସ୍ତାନକୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ମୋଦି ATRNEWS BUREAU 28 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱରରେ ଭାରତର ପରିଚୟ ଯୁବ ଦେଶ ରୂପରେ ଗଢିଉଠିଥିବା ବେଳେ ଏଥିପାଇଁ ଆମେ ନିଜକୁ ଗର୍ବତ ଅନୁଭବ କରୁଛୁ । ତେବେ ଦେଶ ଯୁବଅବସ୍ଥାରେ ରହିବା ସହ ନିଜ ... Read More »
NATIONAL NEWS ହାଇଆଲର୍ଟରେ ଭାରତୀୟ ନୌସେନା ATRNEWS BUREAU 28 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନର ପରମ ସହଯୋଗୀ ରାଷ୍ଟ୍ର ଭାବେ ବେଶ ପରିଚିତ ଚୀନ କରିପାରେ ଭାରତ ଉପରେ ଆକ୍ରମଣ । ଚାଇନାର ନୌସେନା ବୋଟକୁ ଦେଖିବାକୁ ମିଳିଛି ଭାରତ ମହାସାଗରରେ । ଜଳସେନା ... Read More »
NATIONAL NEWS ଏୟାର ଇଣ୍ଡିଆ ବିକିବା ଦେଶ ବିରୋଧୀ : ସୁବ୍ରମଣ୍ୟମ ATRNEWS BUREAU 27 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ନେଇଥିବା ନିଷ୍ପତ୍ତି ଦେଶ ବିରୋଧୀ । ଯଦି ଏମିତି ହୁଏ ଏନେଇ ମୁଁ କୋର୍ଟଙ୍କ ଦ୍ୱାରସ୍ତ ହେବି । ସବୁବେଳେ ନିଜ ... Read More »
NATIONAL NEWS ଆରଏସଏସ ପକ୍ଷରୁ ଆରମ୍ଭ ହେବ ସୈନିକ ବିଦ୍ୟାଳୟ ATRNEWS BUREAU 27 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୈନିକ ବିଦ୍ୟାଳୟ ଖୋଲିବାକୁ ଯାଉଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ । ଏହି ବିଦ୍ୟାଳୟଟିର ନାମ ରଜ୍ଜୁ ଭୈୟା ନାମରେ ନାମିତ କରାଯାଇଛି । ଏବର୍ଷର ପ୍ରଥମ ଶିକ୍ଷା ବର୍ଷରୁ ... Read More »