ଲକ୍ ଡାଉନ୍ ପୂର୍ବରୁ ବିକ୍ରି ହୋଇଥିବା ବିଏସ୪ ଗାଡିର ପଞ୍ଜିକରଣ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପୂର୍ବରୁ ବିକ୍ରି ହୋଇଥିବା ବିଏସ ୪ ମାନକ ବିଶିଷ୍ଟ ଗାଡିର ପଞ୍ଜିକରଣ ପାଇଁ ଗୁରୁବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ଏ ସେହି ଗାଡି ଯାହାର ...