ଭାରତର ପ୍ରଥମ କୋଭିଡ୧୯ ଭ୍ୟାକ୍ସିନ୍ ‘କୋଭାକ୍ସିନ୍’ କୁ ମଣିଷ ଶରୀରରେ ପରୀକ୍ଷା ପାଇଁ ଅନୁମତି
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଦୃଶ୍ୟ ମହାମାରୀ କରୋନା ପାଇଁ ସମଗ୍ର ବିଶ୍ୱ କଲବଲ ହେଉଥିବା ବେଳେ ଭାରତ ତାର ପ୍ରଥମ କୋଭିଡ୧୯ ଭ୍ୟାକିସିନ୍ ‘କୋଭାକ୍ସିନ୍’ କୁ ଜୁଲାଇ ମାସରେ ପରୀକ୍ଷା କରିବାକୁ ଯାଉଛି । ...