କୌଣସି ଭ୍ରମରେ ରହନ୍ତୁନି, ସମ୍ପୂର୍ଣ୍ଣ ସୁରକ୍ଷିତ କରୋନା ଟୀକା: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରମକୁ ଖାରିଜ କରି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି, ବିଶ୍ୱବ୍ୟାପି ବୈଜ୍ଞାନିଙ୍କ ବିଶ୍ଳେଷଣ ...