ଛୁଆଙ୍କୁ ବି ଦିଆଯାଇ ପାରିବ କୋଭାକ୍ସିନ, ଜାଣନ୍ତୁ କେତେ ବର୍ଷର ଛୁଆ ନେଇପାରିବେ ଟୀକା
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ବାୟୋଟେକ ର କରୋନା ଟୀକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଯାଇଛି । ଏହାପରେ ବହୁତ ଶୀଘ୍ର ଦେଶରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ...