ଆଜିଠୁ ଲ୍ୟାଣ୍ଡଲାଇନରୁ ମୋବାଇଲ ଫୋନକୁ କଲ କରିବା ପାଇଁ ନମ୍ବର ଡାଏଲ କରିବା ପୂର୍ବରୁ ପ୍ରଥମେ ଶୂନ ଡାଏଲ କରିବାକୁ ହେବ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂଆବର୍ଷରୁ କିଛିଟା ନିୟମରେ ପରିବର୍ତ୍ତନ କରାଯାଇଛି । ସେହିଅନୁଯାୟୀ ଯଦି ଆପଣ କୌଣସି ଲ୍ୟାଣ୍ଡଲାଇନ ଫୋନରୁ ମୋବାଇଲକୁ ଫୋନ ଲଗାଇବେ ତେବେ ଆପଣଙ୍କୁ ପ୍ରଥମେ ଶୂନ ଲଗାଇବାକୁ ପଡିବ । ...