ଆରବିଆଇ ର ଘୋଷଣା; ଏଣିକି ଡିଜିଟାଲ ପେମେଣ୍ଟ କମ୍ପାନୀ ମଧ୍ୟ ଏନଇଏଫଟି ଏବଂ ଆରଟିଜିଏସ ଜରିଆରେ ଫଣ୍ଡ ଟ୍ରାନ୍ସଫର କରିପାରିବେ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ପେମେଣ୍ଟ କମ୍ପାନୀ ପାଇଁ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏନଇଏଫଟି ଏବଂ ଆରଟିଜିଏସ ସୁବିଧାର ବିସ୍ତାର କରାଯାଇଛି । ପ୍ରେସକନଫରେନ୍ସ ଜରିଆରେ ଆରବିଆଇ ଗଭଭର୍ଣ୍ଣର ...