କୁହୁଡି ପାଇଁ ଅଣ୍ଟା ଭିଡିଛି ରେଲୱେ; ଏବେ ଟ୍ରେନ୍ ବିଳମ୍ବ ଥିଲେ ଯାତ୍ରୀଙ୍କ ମୋବାଇଲକୁ ଆସିବ ଏସଏମଏସ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତଃ ଶୀତ ଦିନ ଆସିବା ମାତ୍ରେ ଚାରିଆଡେ ଘନ କୁହୁଡିର ଚାଦର ଢାଙ୍କି ହୋଇଯାଏ । ଯାହାଫଳରେ ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡିଥାଏ । ଖାସ୍ କରି ଟ୍ରେନ୍ ...