ଗଗନଯାନ ପରେ ଭାରତ ଅନ୍ତରୀକ୍ଷରେ ସ୍ଥାପିତ କରିବ ନିଜର ସ୍ପେସ୍ ଷ୍ଟେସନ୍: କେ.ସିବନ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗନାଇଜେସନ୍ ୨୦୨୨ ପର୍ଯ୍ୟନ୍ତ ନିଜର ପ୍ରଥମ ସ୍ପେସ ମିଶନ ଗଗନଯାନ ପଠାଇବା ପ୍ରସ୍ତୁତିରେ ଲାଗିପଡିଛି । ଏହାସହିତ କିଛି ଅନ୍ୟ ଯୋଜନା ପାଇଁ ଉପରେ ବି ...