ଦେଶବ୍ୟାପି ଲାଗୁ କରାଯିବ ଏନଆରସି,ଏଥିପାଇଁ କାହାରିକୁ ଡରିବାର ଆବଶ୍ୟକତା ନାହିଁ: ଗୃହମନ୍ତ୍ରୀ ଅମିତ୍ ଶାହା
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଂସଦର ଶୀଳକାଳୀନ ଅଧିବେଶନର ତୃତୀୟ ଦିନରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣକୁ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ରାଜ୍ୟସଭାରେ ଜାମ୍ମୁ-କାଶ୍ମୀର ସ୍ଥିତିକୁ ନେଇ ସାଂସଦଙ୍କ ପ୍ରଶ୍ନ ଜବାବ ଦେଇ ...