ଆରବିଆଇ ର ଘୋଷଣା, ନୂତନ କ୍ୟୁଆର କୋଡ ଜାରି କରିବେନି ପେମେଣ୍ଟ କମ୍ପାନୀ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପେମେଣ୍ଟ ସିଷ୍ଟମ ଅପରେଟର୍ସଙ୍କୁ ନୂତନ ସ୍ୱ-ଅଧିକାର ବିଶିଷ୍ଟ କ୍ୟୁଆର କୋଡ ଜାରି କରିବାକୁ ବାରଣ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଡିଜିଟାଲ ପେମେଣ୍ଟ ଇଂଫ୍ରାଷ୍ଟ୍ରକଚରରେ ସୁଧାର ଆଣିବା ପାଇଁ ...