ଆହୁରି ୨ବର୍ଷ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀ ରହିବେ ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ଓ ଏମଡି
ମୁମ୍ବାଇ(ଏଟିଆର ବ୍ୟୁରୋ): ସେବିର ଆଦେଶ ଅନୁସାରେ ଭାରତରେ କମ୍ପାନୀ ଗୁଡିକରେ ଅଧ୍ୟକ୍ଷ ଓ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଜଣେ ବ୍ୟକ୍ତି ରହିପାରିବେ ନାହିଁ ବୋଲି ପୁର୍ବରୁ ଭାରତର ପ୍ରାୟ ୫୦୦ଶୀର୍ଷ କମ୍ପାନୀ ଗୁଡିକୁ ସେବି ...