୬୦୦ ରୁ ଅଧିକ ଟ୍ରେନ୍ ବାତିଲ କଲା ରେଲୱେ, ମାତ୍ର ଟିକେଟ୍ ରଦ୍ଦ ଉପରେ ମିଳିବ ସମ୍ପୂର୍ଣ୍ଣ ଟଙ୍କା
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏବେ ରେଲୱେ ପକ୍ଷରୁ ୬୧୯ ଟି ଟ୍ରେନ୍ ...