ସବୁଠାରୁ ବଡ ଧର୍ମ ହେଉଛି ନିଜ ସ୍ୱଭାବ ପାଇଁ ସଚ୍ଚୋଟ ହେବା: ସ୍ୱାମୀ ବିବେକାନନ୍ଦ
ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବେଦାନ୍ତ ଦର୍ଶନର ପୁରୋଧା, ମାତୃଭୂମିର ଉପାସକ, ନିଷ୍ଠାପର କର୍ମବୀର, ମାନବ ପ୍ରେମୀ ତଥା କୋଟିକୋଟି ଯୁବ ପୀଢିଙ୍କ ପାଇଁ ପ୍ରେରଣା ସ୍ରୋତ ବା ସେମାନଙ୍କ ଜୀବନର ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କର ଆଜି ...