ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସୀ ଖବର, ମାର୍ଚ୍ଚ ୧୮ ରୁ ସମାପ୍ତ ହେବ ଟଙ୍କା ଉଠାଣ ଉପରେ ରୋକ୍
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କକୁ ପୁର୍ନଗଠିତ କରିବାକୁ ନେଇ ଅଧିସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଯାହାଫଳରେ ମାର୍ଚ୍ଚ ୧୮ରୁ ଗ୍ରାହକଙ୍କୁ ଟଙ୍କା ଉଠାଣରେ ଛୁଟ୍ ମିଳିପାରିବ । ...