NATIONAL NEWS ଆଜି ଦିନ ୧୦ ଟାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ATRNEWS BUREAU 14 Apr 2020 ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଲକ ଡାଉନର ଅବଧି ଆଜି ରାତି ୧୨ ଟାରେ ଶେଷ ହେବ । ଏହି ଅବସରରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ... Read More »
NATIONAL NEWS ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକେତ, ଏପ୍ରିଲ ୧୪ ରେ ଲକ୍ ଡାଉନ୍ ଉଠି ନପାରେ ATRNEWS BUREAU 08 Apr 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନରେନ୍ଦ୍ର ମୋଦି ଲକ୍ ଡାଉନ କୁ ନେଇ ସଂକେତ ଦେଇଛନ୍ତି । ... Read More »
NATIONAL NEWS ଲକ୍ ଡାଉନ୍ ପରେ ବି ସମସ୍ତେ ସରକାରଙ୍କ ନିଷ୍ପତିରେ ସମର୍ଥନ କରନ୍ତୁ ବୋଲି ଉପରାଷ୍ଟ୍ରପତିଙ୍କ ଅପିଲ ATRNEWS BUREAU 07 Apr 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଦେଶବ୍ୟାପି ଲକ୍ ଡାଉନ୍ ଅବଧି ସମାପ୍ତ ହେବା ପରେ ବି, ସରଦକାରଙ୍କ ନିଷ୍ପତିରେ ସହମତି ହେବା ପାଇଁ ... Read More »
EDUCATION ଏପ୍ରିଲ ୧୪ ରେ ସ୍ଥିତିର ସମୀକ୍ଷା କରିବା ପରେ ସ୍କୁଲ-କଲେଜ ଖୋଲିବାକୁ ନେଇ ନିଷ୍ପତି ନିଆଯିବ: କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ATRNEWS BUREAU 05 Apr 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭୟଙ୍କର ରୂପ ନେଉଛି ମାରାତ୍ମକ ଭାଇରସ କରୋନା । ଏନେଇ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଇତିମଧ୍ୟରେ ରବିବାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ... Read More »
BUSINESS INDIA ହଳଦୀରାମର ମାଲିକ ମହେଶ ଅଗ୍ରୱାଲଙ୍କ ପରଲୋକ ATRNEWS BUREAU 05 Apr 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସବୁଠାରୁ ବଡ ସ୍ନାକ୍ସ କମ୍ପାନୀ ତଥା ହଳଦୀରାମର ମାଲିକ ମହେଶ ଅଗ୍ରୱାଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ସେ ଗମ୍ଭୀର ... Read More »
NATIONAL NEWS ରାଜ ଠାକରେଙ୍କ ବିବାଦୀୟ ବୟାନ:ତବଲିଗି ଜମାତର ଲୋକଙ୍କୁ ଚିକିତ୍ସା ନୁହେଁ, ଗୁଳି ମାରିଦେବା ଉଚିତ୍ ATRNEWS BUREAU 04 Apr 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତବଲିଗି ଜମାତ ଲୋକଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେ । ସେ କହିଛନ୍ତି କି, ଯେଉଁ ବ୍ୟକ୍ତି ମରକତ ସମାବେଶରେ ସାମିଲ ହୋଇଥିଲେ, ସେମାନଙ୍କୁ ... Read More »
NATIONAL NEWS ମୋଦିଙ୍କ ଆହ୍ୱାନ: ରବିବାର ରାତି ୯ଟା ରେ ୯ ମିନିଟ୍ ଏହି କାମ କରନ୍ତୁ, ସାମାଜିକ ଦୂରତା ଲକ୍ଷ୍ମଣ ରେଖା ପାର୍ କରନ୍ତୁ ନାହିଁ ATRNEWS BUREAU 03 Apr 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ଲଢିବା ଲାଗି ଦେଶବାସୀଙ୍କୁ ମୋଦିଙ୍କ ଆଉ ଏକ ଆହ୍ୱାନ । ଏପ୍ରିଲ ୫ ତାରିଖ ମାନେ ରବିବାର ରାତି ୯ଟାରେ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦିଅନ୍ତୁ ... Read More »
NATIONAL NEWS ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ପୁଣି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନାକୁ ନେଇ ଆଲୋଚନା କରିବେ ATRNEWS BUREAU 01 Apr 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ସଙ୍କଟ ବଢିବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ... Read More »
NATIONAL NEWS ଜାଣନ୍ତୁ ସ୍ମାର୍ଟଫୋନ୍ ରେ କେତେ ଦିନ ଯାଏଁ ଜୀବିତ ରହିଥାଏ ଜୀବାଣୁ ATRNEWS BUREAU 31 Mar 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ୍ ପ୍ରତ୍ୟେକ ମଣିଷ ଜୀବନର ଏକ ଅଂଶ । ଏହି ସ୍ମାର୍ଟଫୋନ୍ କୁ ଆପଣ ଦିନକ ମଧ୍ୟରେ ବାରମ୍ବାର ସ୍ପର୍ଶ କରୁଥିବେ ବା ଧରୁଥିବେ । ଯାହାଦ୍ୱାରା ଭାଇରସ ସ୍ମାର୍ଟଫୋନ୍ ... Read More »
NATIONAL NEWS ବଢିଲା ଗାଡି ପରମିଟ୍ ର ଅବଧି ATRNEWS BUREAU 31 Mar 2020 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି । ଯାହାଦ୍ୱାରା ଗାଡି ଚାଳକଙ୍କୁ ଆଶ୍ୱସ୍ତି ମିଳିଛି । ଗାଡି ଚାଳକଙ୍କର ଫେବୃଆରୀରୁ ସରିଥିବା କାଗଜପତ୍ରର ... Read More »