ବାହାଘର ପାଇଁ ମିଳିଲାନି ଫୁରସତ, IPS ଅଧିକାରୀଙ୍କ କାର୍ଯ୍ୟାଳୟରେ ବିବାହ ରଚିଲେ IAS ଅଧିକାରୀ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଲେଣ୍ଟାଇନ୍ ସପ୍ତାହରେ ନିଆରା ଢଙ୍ଗରେ ବିବାହ ରଚିଲେ ଆଇଏଏସ ଅଧିକାରୀ । ଆଜ୍ଞା ହଁ ପଶ୍ଚିମବଙ୍ଗ ହାୱାଡାର ଜଣେ ଆଇଏଏସ ଅଧିକାରୀ ତାଙ୍କ ଆପିଏସ ପ୍ରେମିକାଙ୍କ ସହ ପ୍ରେମ ସପ୍ତାହରେ ...