NATIONAL NEWS ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଧୂମ୍ରପାନ କରନ୍ତି: ଡବ୍ଲ୍ୟୁଏଚଓ ରିପୋର୍ଟ ATRNEWS BUREAU 22 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁରୁଷଙ୍କ ଠାରୁ ସବୁବେଳେ ଆଗକୁ ଯିବା ପାଇଁ ମହିଳା ମାନେ ଚେଷ୍ଟା କରିଥାନ୍ତି । ସେଥିପାଇଁ ସବୁ ସେକ୍ଟରରେ ମହିଳାଙ୍କୁ ଦେଖିବାକୁ ମିଳେ ଏବଂ ସେମାନେ ପୁରୁଷଙ୍କୁ ପଛରେ ପକାଇ ... Read More »
CRIME INDIA ପ୍ରେମିକା ଗର୍ଭବତୀ ହେବାରୁ ଏଚଆଇଭି ଇଞ୍ଜେକ୍ସନ ଦେଲା ପ୍ରେମିକ ATRNEWS BUREAU 22 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରେମ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ ପରେ ମନ ଇଚ୍ଛା ମାଡ ମାରିଲେ । ଶେଷରେ ଏଚଆଇଭି ପଜେଟିଭ ଇଞ୍ଜେକ୍ସନ ଦେଲେ । ଏମିତି ଏକ ଅଭାବନୀୟ ଘଟଣା ... Read More »
NATIONAL NEWS ସିଏଏକୁ ନେଇ ବଡ ରିପୋର୍ଟ, ୬୨ ପ୍ରତିଶତ ଲୋକଙ୍କର ରହିଛି ସମର୍ଥନ ATRNEWS BUREAU 22 Dec 2019 ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଇଏଏନଏସ ରିପୋର୍ଟ ତଥ୍ୟ ଦେଇଛି ଭାରତରେ ୬୨ ପ୍ରତିଶତ ଲୋକ ସିଏଏ ବା ନାଗରିକତା ... Read More »
INTERNATIONAL NEWS ବାରବାଟୀ ମ୍ୟାଚକୁ ନେଇ ସୁରକ୍ଷା କଡାକଡି ATRNEWS BUREAU 20 Dec 2019 କଟକ ( ଏଟିଆର ବ୍ୟୁରୋ): ଆସନ୍ତା ରବିବାର ଦିନ ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ- ୱେଷ୍ଟଇଣ୍ଡିଜ ଏକଦିବସୀୟ ମ୍ୟାଚ । ଯାହାକୁ ନେଇ ଏବେ ସାରା କଟକ ସହର ହୋଇ ପଡିିଛି ଚଳଚଞ୍ଚଳ ... Read More »
NATIONAL NEWS ନିର୍ଭୟା ଗଣ ଦୁଷ୍କର୍ମ ମାମଲା: ମା’ଙ୍କ ଗୁହାରୀ କ୍ରମେ,ଆଜି ହେବ ଦୋଷୀର ପିଟିସନ୍ ଉପରେ ଶୁଣାଣି ATRNEWS BUREAU 19 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ଅକ୍ଷୟର ପୁର୍ନବିଚାର ପିଟିସନ୍ ଉପରେ ବୁଧବାର ସୁପ୍ରିମ କୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଥିଲା । ସେହିପରି ଦୋଷୀ ପବନ କୁମାର ଗୁପ୍ତାଙ୍କ ... Read More »
NATIONAL NEWS ନାଗରିକତା ଆଇନକୁ ନେଇ ସୁପ୍ରିମ କୋର୍ଟଙ୍କ ଗ୍ରୀନ୍ ସିଗନାଲ୍ ATRNEWS BUREAU 18 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ଆଇନକୁ ନେଇ ସୁପ୍ରିମ୍ କୋର୍ଟ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଏହି ଆଇନ୍ ବିରୋଧରେ ଦାଖଲ ହୋଇଥିବା ୫୯ ପିଟିସନ୍ ଉପରେ ସୁପ୍ରିମ୍ କୋର୍ଟ ଶୁଣାଣି କରିବା ... Read More »
NATIONAL NEWS ବଦଳିବ ପୁରୁଣା ନିୟମ, ଏବେ ଚାକିରୀ ଛାଡିବାର ଦୁଇ ଦିନରେ ହେବ ଫୁଲ୍ ଆଣ୍ଡ ଫାଇନାଲ ସେଟଲମେଣ୍ଟ ATRNEWS BUREAU 17 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଚାକିରୀ ଛାଡିବାରୁ ଦୁଇ ଦିନ ମଧ୍ୟରେ ହେବ ଫୁଲ୍ ଆଣ୍ଡ ଫାଇନାଲ ସେଟଲମେଣ୍ଟ । ଏବେ କର୍ମଚାରୀ ମାନେ କମ୍ପାନୀ ଛାଡିବା ପରେ ସେମାନଙ୍କ ସେଟଲମେଣ୍ଟ ପାଇଁ ଆଉ ... Read More »
NATIONAL NEWS ପକିସ୍ତାନ ଇତିହାସରେ ପ୍ରଥମଥର ATRNEWS BUREAU 17 Dec 2019 ଇସଲାମାବାଦ(ଏଟିଆର ବ୍ୟୁରୋ): ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ତାଙ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁ ପାକିସ୍ତାନ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ମୁଶାରଫଙ୍କୁ ... Read More »
NATIONAL NEWS ଆମ ସେନାଙ୍କ ସାହସିକତା ସର୍ବଦା ସ୍ୱର୍ଣ୍ଣ ଅକ୍ଷରରେ ଅଙ୍କିତ ହୋଇ ରହିବ ATRNEWS BUREAU 16 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୯୭୧ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ, ଭାରତକୁ ବିଜୟ କରାଇଥିବା ଯବାନଙ୍କୁ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା ଜଣାଇଛନ୍ତି । ମୋଦି କହିଛନ୍ତି, ... Read More »
NATIONAL NEWS ରଦ୍ଦ ହେଲା ଅବଦୁଲ୍ଲା ଖାଁଙ୍କ ବିଧାୟକ ପଦ ATRNEWS BUREAU 16 Dec 2019 ଲକ୍ଷେ୍ନø(ଏଟିଆର ବ୍ୟୁରୋ): ସମାଜବାଦୀ ପାର୍ଟି ଏମପି ଆଜମ ଖାଁଙ୍କୁ ବଡ ଝଟକା । ଆଜମଙ୍କ ପୁଅ ଅବଦୁଲ୍ଲା ଖାଁଙ୍କ ବିଧାୟକ ପଦ ରଦ୍ଦ କରାଯାଇଛି । ଆଜି ଆହ୍ଲାବାଦ ହାଇକୋର୍ଟ ଅବଦୁଲ୍ଲାଙ୍କ ବିଧାୟକ ପଦକୁ ... Read More »