କରୋନାର ଲକ୍ଷଣ ନଥିଲେ ଟେଷ୍ଟ କରନ୍ତୁନି; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂତନ ଗାଇଡଲାଇନନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରକ ପ୍ରତିକ୍ରିୟା । ତାଙ୍କ କହିବାନୁଯାୟୀ ପଜିଟିଭ କେସ୍ ସଂଷ୍ପର୍ଶରେ ଆସିଥିଲେ ମଧ୍ୟ ଯଦି କୌଣସି ଲକ୍ଷଣ ନାହିଁ ...