ODISHA ଆଜି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ ATRNEWS BUREAU 26 Sep 2021 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଡି ଆସୁଛି ବାତ୍ୟା ଗୁଲାବ । ବଙ୍ଗୋପସାଗରେ ଅଧିକ ବଳ ଗୋଟାଇ ଏବେ ସ୍ଥଳଭାଗ ମୁହାଁ । ଘଣ୍ଟାପ୍ରତି ୧୦କି.ମି ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ... Read More »