ODISHA ଲଗାଣ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳସ୍ତର ATRNEWS BUREAU 20 Jul 2023 ସମ୍ବଲପୁର (ଏଟିଆର ବ୍ୟୁରୋ): ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ସକାଳ ୬ଟା ସୁଦ୍ଧା ୬୧୧.୦୪ ଫୁଟରେ ପହଁଚିଥିଲା ଜଳଭଣ୍ଡାରର ଜଳସ୍ତର । ... Read More »