ODISHA ରାଜ୍ୟରେ ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ହୋଇଛି ସ୍ଥାନ ନିରୁପଣ ATRNEWS BUREAU 16 Mar 2023 ଭବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବନ୍ଦର ପ୍ରସଙ୍ଗ ନେଇ ଗୃହରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ରଖିଛନ୍ତି । ତାଙ୍କ କହିବାନୁଯାୟୀ,ରାଜ୍ୟରେ ବର୍ତ୍ତମାନ କୌଣସି ଅନ୍ତର୍ଜାତୀୟ ଜଳପଥ ବନ୍ଦର ନାହିଁ ... Read More »