ଏହି ୫ ଟି କଥା ଉପରେ ଧ୍ୟାନ ରଖନ୍ତୁ, ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ ଆପଣଙ୍କ ଫୋନ ବ୍ୟାଟେରୀ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ଯୁଗରେ ସ୍ମାର୍ଟଫୋନ ହିଁ ସବୁକିଛି । ପ୍ରତ୍ୟେକ କ୍ଷେତ୍ରରେ ଫୋନର ଆବଶ୍ୟକତା ପଡିଥାଏ । ଅଫିସ କାମଠାରୁ ଆରମ୍ଭ କରି ଗ୍ରୋସରୀ ଅର୍ଡର ପର୍ଯ୍ୟନ୍ତ ସବୁଥିରେ ଫୋନ ଦରକାର ...