ଗତ ଶହେ ବର୍ଷର ସବୁଠାରୁ ବଡ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସଙ୍କଟ ହେଉଛି କୋଭିଡ୧୯: ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଦୃଶ୍ୟ ମହାମାରୀ କରୋନା ପାଇଁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଯାହାଫଳରେ ଦେଶରେ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଏସବିଆଇର ବ୍ୟାଙ୍କିଂ ...